କଟକ
India /
Orissa /
Kataka /
NH 5
World
/ India
/ Orissa
/ Kataka
世界 / ଭାରତ / / 克塔克
ଚ୍ହି, mandal headquarter (en), district headquarter (en)
କଟକ
କଟକ ନଗର କଟକ ଜିଲ୍ଲାର ଏକ ମୁଖ୍ୟ ସହର ଓ ଓଡ଼ିଶାର ସର୍ବପୁରାତନ ସହର । କଟକର ସୁନା, ରୂପା ଓ ହାତୀଦାନ୍ତର ତାରକସି କାମ ସହ ଏହାର ସୂତା ଓ ରେସମ ଲୁଗା ଶିଳ୍ପ ଏହାକୁ ଏକ ନିଆରା ମାନ୍ୟତା
ଦେଇଛି ।
୯୮୯ ଖ୍ରୀ.ଅ.ରେ ଗଠିତ ଏହି ସହର ଭୁବନେଶ୍ୱର, ପୁରୀ ଓ କୋଣାର୍କର ପାଖାପାଖି ଅଛି । ୧୯୪୮ରେ ଭୁବନେଶ୍ୱର ଓଡ଼ିଶାର ରାଜଧାନୀ ଘୋଷିତ ହେବା ଆଗରୁ, ପ୍ରାୟ ନଅ ଶତାବ୍ଦୀ ଧରି କଟକ ଓଡ଼ିଶାର
ରାଜଧାନୀ ରହି ଆସିଥିଲା । କଟକ ଓ ଭୁବନେଶ୍ୱରକୁ ମିଳିତ ଭାବେ ଓଡ଼ିଶାର ଯମଜ ସହର ବୋଲି ମଧ୍ୟ କୁହାଯାଏ ।

Wikipedia article: http://or.wikipedia.org/wiki/କଟକ
Nearby cities:
Coordinates: 20°27'51"N 85°51'47"E
- ଭୁବନେଶ୍ୱର 14 କି.ମି.
- ବାଲେଶ୍ଵର 157 କି.ମି.
- ବାରିପଦା 189 କି.ମି.
- ସମ୍ବଲପୁର 233 କି.ମି.
- bargarh 258 କି.ମି.
- ସୁନାବେଡା 376 କି.ମି.
- ରାଜମନ୍ଦ୍ରୀ 570 କି.ମି.
- ବେଲ୍ମ୍ପଲ୍ଲୀ 688 କି.ମି.
- ନାଗପୂର 726 କି.ମି.
- ବେଲୂର୍ 1101 କି.ମି.
- Siba Mandir (D.P Lane, Bakharabad) 0.4 କି.ମି.
- ଓଡ଼ିଶା ଉଚ୍ଚ ନ୍ୟାୟାଳୟ 0.5 କି.ମି.
- ଓଡ଼ିଶା ଜୁଡିସିଆଲ ଏକାଡେମୀ 1 କି.ମି.
- Sanjay Parida 3.6 କି.ମି.
- GLOBAL INSTITUTE OF HOTEL MANAGEMENT,(BY MITRANSHU) 3.6 କି.ମି.